ଢଙ୍କେଇବା

ଉଇକିଅଭିଧାନ‌ରୁ

ଢଙ୍କେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଢାଙ୍କେଇବା—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଢକ୍ ଧାତୁ=ଆଚ୍ଛାଦନ; ଢୌକ ଧାତୁ =ଆବରଣ)[ସମ୍ପାଦନା]

୧. ଢାଙ୍କିବା କ୍ରିୟାର ଣିଜନ୍ତ ରୂପ — ୧. The causative form of Ḍhāṅkibā
୨. ଘୋଡ଼ାଇବା; ଢାଙ୍କିବା — ୨. To cover; to conceal.