ଢଙ୍ଗଢଙ୍ଗିଆ

ଉଇକିଅଭିଧାନ‌ରୁ

ଢଙ୍ଗଢଙ୍ଗିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ହୁଗୁଳା; ଗଳଗଳିଆ (ଅଳଙ୍କାର) — ୧. Loosely fitting (ornament).
୨. ଆଡ଼ମ୍ୱରପୂର୍ଣ୍ଣ — ୨. Grand; grandiose.