Jump to content

ଢଣଢଣିଆଁ

ଉଇକିଅଭିଧାନ‌ରୁ

ଢଣଢଣିଆଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବହୁତ ବୁଲି ବୁଲି ବିରକ୍ତ ଓ ଶୀର୍ଣ୍ଣ ହୋଇଥିବା —୧. Over-fatigued by too much wandering.
୨. ଉଦ୍ଦେଶ୍ୟହୀନ ଭାବେ ବୁଲୁଥିବା (ବ୍ୟକ୍ତି) — ୨. Roving; loafing about (person).