Jump to content

ଢପ ଢପ

ଉଇକିଅଭିଧାନ‌ରୁ

ଢପ ଢପ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ଧ୍ୱନ୍ୟନୁକରଣ) ଅ

[ସମ୍ପାଦନା]
୧. ଚମଡ଼ା ଓଦା ବା ଢିଲା ହୋଇଥିବା ବା ଉପରେ ଲୁଗା ପକା ହୋଇଥିବା ଆନଦ୍ଧ ବାଦ୍ୟ ଉପରେ ଆଘାତ ଜନିତ ଶବ୍ଦ — ୧. Dull sound of beating a drum whose hide has become slack or damp or is covered with a piece of cloth; sound of a mufflid drum.
୨. ଗୁଣ୍ଡାକଶୁ ଆଦି ଅସଲ ପଦାର୍ଥକୁ ଢିଙ୍କିରେ କୁଟିବା ଶବ୍ଦ —୨. The hollow sound of beating husks with the ḍhiṅki.
୩. ଘୋଡ଼ାର ଟାପୁ ଟାଣୁଆ ମାଟିରେ ପଡ଼ିବାର ଶବ୍ଦ — ୩. The thud of horse's hoofs on hard soil.

ଦେଶଜ - ବିଶେଷଣ -

[ସମ୍ପାଦନା]

ଢକ ଢକ; ଶିଥିଳ; ହୁଗୁଳା (ଆଳଙ୍କାର) — Loose (ornaments).