ଢବା
ଢବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ଡବା; ମାଲ ଗାଡ଼ିର ଖଣ୍ଡେ ଗାଡ଼ି — ୧. A goods-wagon.
- ୨. ରେଳ ଗାଡ଼ିର କୋଠିରି — ୨. A compartment of a Railway carriage.
ବିଶେଷଣ -[ସମ୍ପାଦନା]
ଢୁଙ୍ଗା; ଡଭା; ପୋଲ; ଓ ବଡ଼ — Hallow and big.
(ଯଥା—ଢବା ବୀଉଁଶ)
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - (ତୁଳ. ହ. ତକୁଆ=କ୍ଷେତକୁ ଜଗିବା ପାଇଁ କରାଯାଇଥିବା ମଞ୍ଚା ଉପରେ କରାଯିବା ଛପର)[ସମ୍ପାଦନା]
ଆଟୁ ଘର —A thatched house with an inner mud-covered roof.
ବିଶେଷ୍ୟ -[ସମ୍ପାଦନା]
- ୩. କୋଠା; ପକ୍କାଘର; ପ୍ରସାଦ — ୩. A pucca house; building; a house of brick masonry; mansion.
ଢବା ତନାବିରୁ ଗୋପ ନଗରୀର ବନ୍ଦେ ଭୁପ ବାଲୁକେଶ ଦେବ ନୃପ କୁଞ୍ଚପୁଞ୍ଜ ସରକି—କବିସୁର୍ଯ୍ୟ, କିଶେରଚମ୍ପୁ ତ ଗୀତ
[ ଦ୍ର—ଢବା ଶବ୍ଦ ଏହି ଅର୍ଥରେ ଗଞ୍ଜାମ ଅଞ୍ଚଳରେ ଓଡ଼ିଆ ଭାଷାରେ ବହୁଳ ବ୍ୟବହାର ଦେଖାଯାଏ]
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]
- ୧. ଝିଙ୍କର ଝୁଆଣି ଘର; ଖପରଲି ଘର — ୧. A house with a thin tiled roof.
ପ୍ରାଦେଶିକ - (ଗଡ଼ଜାତ ସମ୍ୱଲପୁର) ଚିଣ[ସମ୍ପାଦନା]
ଆଟ ବିଶିଷ୍ଟ (ଚାଳଘର) (thatched house) Having an inner mud-roof.