ଢମାଳିଆ

ଉଇକିଅଭିଧାନ‌ରୁ

ଢମାଳିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଢମାଳୁଣୀ, ଢମାଲେଈସ୍ତ୍ରୀ

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଗର୍ବୀ — ୧. Proud; haughty.
୨. ନିଃସାର ଅଥଚ ବାହ୍ୟାଡ଼ମ୍ୱର ଯୁକ୍ତ — ୨. Showy but unsubstantial.

ଢୋଲ ହୋଇ କରି ନ ଥାଏ ସ୍ୱର, ସର ହୋଇ ଯେବେ ନ ଥାଏ ନୀର ଢମାଳିଆ ନାମ ଅଟେ ସେ ପୁର, କହେ ତନାଇ ଏ କଥା ନିକର ଦନାଇଦାସଙ୍କ ପହଳି

୩. ଆଡ଼ମ୍ୱରପ୍ରିୟ — ୩. Showy; fond of pomposity.
୪. ବଚନସର୍ବସ୍ୱ — ୪. Boasting, braggart, boastful.