Jump to content

ଢଳିପଡ଼ିବା

ଉଇକିଅଭିଧାନ‌ରୁ

ଢଳିପଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ଟଳ ଧାତୁ)

[ସମ୍ପାଦନା]
୧. ଟଳି ପଡ଼ିବା — ୧. To tumble down to the ground.

ନିଜ ନିସ୍ୱାସରେ ପଡ଼ିଲେ ତଳି—କବିସୁର୍ଯ୍ୟ. ସଂଙ୍ଗୀତ

୨. ମରିଯିବା —୨. To die.

(ଯଥା—ଆପେ ଢଳି ପଡ଼ିଲେ ପୃଥିବୀ ଅନ୍ଧାର)

୩. ଆଉଜି ପଡ଼ିବା —୩. To lean.

ମୋର ଉରକୁ ସେ ତଳି ପଡ଼ଇ—ଭଞ୍ଜ. ପ୍ରେମସୁଧାନିଧି

୪. ମୁଗ୍ଧ ହେବା; ତନ୍ମୟ ହେବା; ମୋହଯୁକ୍ତ ହେବା ===

ପଦ୍ମ ପତର ପରି ଅଟଇ ନୟନ ଚାହିଁଲାକ୍ଷଣି ତଳି ପ଼ଡ଼ନ୍ତି ମୁନିଜନ କୃଣ୍ଣସିଂହ. ମହାଭାରତ ବନ