ଢ଼ଙ୍କସର ପାଣି

ଉଇକିଅଭିଧାନ‌ରୁ

ଢ଼ଙ୍କସର ପାଣି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଣ—(ସଂସ୍କୃତ - ଢୁକ ଧାତୁ କିମ୍ୱା ସ୍ତୋକ ଧାତୁ= ଢୋକ; ଯାହାକୁ ଢୋକି କରି ପିଆଯାଏ)[ସମ୍ପାଦନା]

ଅତ୍ୟନ୍ତ ଜଳୀୟ; ପାଣିଆଁ — Very watery.

(ଯଥା—ଆଜି ରାନ୍ଧୁଣୀ ଡାଲିକୁ ଢଙ୍କସର ପାଣି କରି ଦେଇଛି)