ଢାଉ ରଙ୍ଗ

ଉଇକିଅଭିଧାନ‌ରୁ

ଢାଉ ରଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଢାଉରଞ୍ଜ—ଅନ୍ୟରୁପ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଗଞ୍ଜପା ତାସର ନାଲି ରଙ୍ଗ — ୧. The red coloured cards of Gan̄japā game.
୧. ଫିକ୍କା ନାଲି ରଙ୍ଗ — ୨. Light red colour.
୩. ଏକ ପ୍ରକାର ବଡ଼ ଡଙ୍ଗଲି ଗଛ — ୩. A kind of wild timber tree; Ulmus Entegrefolia; Heloptelea; Integrifolia (Haines)

[ଦ୍ରଷ୍ଟବ୍ୟ —ଏଥିରେ କବାଟ ଆଦିର ପଟା ହୁଏ କାଠ ଈଷତ୍ ନାଲ ଏହା କୁରୁମ ଜାତୀୟ ଗଛ]