ଢାଞ୍ଚା
ଦେଖଣା
ଢାଞ୍ଚା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥା)
[ସମ୍ପାଦନା]- ୧. ନମୁନା — ୧. Pattern.
- ୨. ଢଙ୍ଗ; କ୍ରମ; ରୀତି; ଧରଣ — ୨. Manner; mode; style.
- ୩. ଢପ; ଆଚରଣ; ଚାଲିଚଳନ — ୩. Mien; behaviour; fashion.
- ୪. ଆକୃତି —୪. Appearance; shape.
- ୫. ଥାଟ; କୌଣସି ବସ୍ତୁର ଗଢ଼ା ହେବା ପୂର୍ବରୁ ନିର୍ମିତ ସ୍ଥୂଳରୂପ — ୫. Frame-work.
- ୬. ଗଢ଼ଣ —୬. Build; make.