ଢାଲୁଆ ମୟୂର

ଉଇକିଅଭିଧାନ‌ରୁ

ଢାଲୁଆ ମୟୂର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ଅଣ୍ଡିରା ମୟୂର, ଯେଉଁ ମୟୂର ପଛଆଡ଼େ ଢାଲ ବା ପଙ୍ଖାପରି ପକ୍ଷ ଥାଏ —A male peacock; a peacock whose tail feather is spread like a fan or shield.