ଢାଳେ

ଉଇକିଅଭିଧାନ‌ରୁ

ଢାଳେ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି.ବିଶେଷଣ -[ସମ୍ପାଦନା]

୧. (ଥରେ ମୁଣ୍ଡ ଢାଳିବାକୁ ଯେତେ ସମୟ ଲାଗେ, ସେତିକି ସମୟରେ); କ୍ଷଣକରେ; ଏକ ପିଛଡ଼ାରେ —୧. In the twinkling of the eye; in a moment; in a trice.

ଢାଳେ ପ୍ରଣୟ ବୃଷ୍ଟି କଲା ଶୋଭଙ୍ଗୀ ଗୋଲକ. ଇନ୍ଦୁରେଖା

୨. ଅନାୟାସେ; ଅକ୍ଳେଶରେ; ସହଜରେ —୨. Easily

ଢାଳେ ଅସୁର ଗଲା ନାଶ ବଳରାମ ଦାଶ. କନଳଲୋଚନ ଚଉତିଶା

୩. ନିଶ୍ଚୟରେ —୩. Certainly.

ତାଳେ ବଚାର ତାଳେ ବିଚାର ଦର୍ଶନ ବେଳୁ କରେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ

୪. ଥରେମାତ୍ର; ବାରେ —୪. Only once.

ଢାଳେ ତ ଢାଳିଲୁ ନାହିଁ କୃପା ସୁଧାଝରି କିରେ କବିସୂର୍ଯ୍ୟ. କିଶୋରୀଚମ୍ପୁ. ତ ଗୀତ

୫. ଟିକିଏ ମାତ୍ର; ତିଳେ —୫. A little.
୬. ଦୃଷ୍ଟିମାତ୍ରକେ; କଟାକ୍ଷମାତ୍ରରେ —୬. At a glance.

ବିଶେଷଣ -[ସମ୍ପାଦନା]

ଏକ ଢାଳ ବା ଘଟିପରିମିତ — A small metal jug of (Water).

(ଯଥା—ଢାଳେ ପାଣି)