Jump to content

ଢିଇମାଆ

ଉଇକିଅଭିଧାନ‌ରୁ

ଢିଇମାଆ

ଉଚ୍ଚାରଣ

[ସମ୍ପାଦନା]

(ଢଇମାଇ—ଅନ୍ୟରୂପ)

ପ୍ରାଦେଶିକ - (ଗଡ଼ଜାତ) ଅ

[ସମ୍ପାଦନା]

ଯେଉଁ ପକ୍ଷ ଖେଳରେ ଜିତେ, ସେ ପକ୍ଷର ହାରିବା ପକ୍ଷକୁ ଲକ୍ଷ୍ୟ କରି ବ୍ୟଙ୍ଗରେ ବୋଲିବା ଆପଣାର ଜୟଲାଭ ସୂଚକ ପଦ —Exclamation uttered by a winning party in a game