ଢିଇମାଆ

ଉଇକିଅଭିଧାନ‌ରୁ

ଢିଇମାଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଢଇମାଇ—ଅନ୍ୟରୂପ)

ପ୍ରାଦେଶିକ - (ଗଡ଼ଜାତ) ଅ[ସମ୍ପାଦନା]

ଯେଉଁ ପକ୍ଷ ଖେଳରେ ଜିତେ, ସେ ପକ୍ଷର ହାରିବା ପକ୍ଷକୁ ଲକ୍ଷ୍ୟ କରି ବ୍ୟଙ୍ଗରେ ବୋଲିବା ଆପଣାର ଜୟଲାଭ ସୂଚକ ପଦ —Exclamation uttered by a winning party in a game