ଢିକା

ଉଇକିଅଭିଧାନ‌ରୁ

ଢିକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଧୁକ୍ଷ ଧିକ୍ଷ ଧାତୁ=କ୍ଳେଶନ)[ସମ୍ପାଦନା]

କ୍ଷଣକେ ବନ୍ଦ ହୋଇ ପରକ୍ଷଣରେ ତୀବ୍ରଭାବରେ ବେଦନା — Throbbing pain.

(ଯଥା—ମୋ ଅଣ୍ଟାରୁ ଢିକା ଉଠୁଛି)