ଢିକା ଘେନିବା
ଢିକାଉଠିବା, ଢିକାମାରିବା'
ଅଣ୍ଟା ପିଠି ଘୋଳି ହେବା — Throbbing pain in the limbs.
ଥୋଇବାରେ ତାହା କର ମୋ ବଥାଇଲା ଅଣ୍ଟାଠାରୁ ଢିକା ଯେ ପିଠିକି ଘେନିଲା କୃଷ୍ଣସିଂହ. ମହାଭାରତ ସଭା