ଢିଙ୍କି ଓଷା
ଭାଲୁକୁଣୀ ଓଷା; ଖୁଦୁରୁକୁଣୀ ଓଷା; ଭାଦ୍ର ମାସରେ ପ୍ରତି ରବିବାର ଦିନ ଅବିବାହିତା ଖଣ୍ଡାଏତ, କରଣ ଓ ଅନ୍ୟ ଶୁଦ୍ର କନ୍ୟାମାନେ ଢିଙ୍କିକୁ ପୂଜା କରିବା ଓଷା —A festival observed by unmarried Ṡūdra girls on the sundays of the month of Bhādra.