ଢିଙ୍କି ସମକା
ଢିଙ୍କି କୁଟିବାର ଶବ୍ଦ — The sound of working a 'Ḍheṅki'.
[ଦ୍ରଷ୍ଟବ୍ୟ — ଢିଙ୍କିର ଅଳ୍ପ ଶବ୍ଦକୁ ସମକା—ସମ୍ ସମ୍ ଶବ୍ଦ; ତାଠାରୁ ବଡ଼କୁ ଦମକା—ଦମ୍ ଦମ୍ ଶବ୍ଦ; ତାଠାରୁ ବଡ଼କୁ, ଦୁଲୁକା— ଦୁଲୁଦୁଲୁ ଶବ୍ଦ କହନ୍ତି ]