ଢିଙ୍କି ସମକେଇବା

ଉଇକିଅଭିଧାନ‌ରୁ

ଢିଙ୍କି ସମକେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ଢିଙ୍କିକୁ ଉପର୍ଯ୍ୟୁୟପରି ଦୋହଲାଇ କରି କୁଟିବା —To hustle the pedal of the 'Ḍheṅki'.

ଦେ ସମକେଇ ଲୋ ! ସମା କୁଟଇ ଧାନ, ଢିଙ୍କିଦେଶଜ - ସମକେଇ ଲୋ ! ଦି ସଉତୁଣୀ ଢ଼ିଙ୍କି ଲାଞ୍ଜିରେ ଖାଆନ୍ତି ବଙ୍ଗଳା ପାନ—ଢେଙ୍କିକୁଟା ଗୀତ