ଢିଢା
ଦେଖଣା
ଢିଢା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - (ଧ୍ୱନ୍ୟଲୁକରଣ)ଅ
[ସମ୍ପାଦନା]- ୧. ବନ୍ଧୁକ ତୋପ ଆଦି ଫୁଟିବା ଢୁଢା ଶବ୍ଦ — ୧. Booming sound of cannon.
- ୨. ଏକ କଠିନ ପଦାର୍ଥରେ ଅନ୍ୟ ଏକ କଠିନ ପଦାର୍ଥର ସବଳରେ ବାଜିବା ଶବ୍ଦ — ୨. The clashing sound of two hard things.
- ୩. ମୁଣ୍ଡ କଠିନ ଭୂମିରେ ବାଡ଼େଇବାର ଶବ୍ଦ — ୩. The sound of striking one's head on the hard ground
(ଯଥା—ଢୁଢା ଶବ୍ଦ ଅପେକ୍ଷା ଢି ଢା କ୍ଷୀଣ ଶବ୍ଦ ).