ଢିପା
ଦେଖଣା
ଢିପା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଢିପ (ଦେଖ) - ୧. Ḍhipa (see).
- ୨. ଯେଉଁ ବ୍ୟକ୍ତି ତଳିପାର ଗୋଟିଏ ଅଂଶରେ ଭରାଦେଇ ଚାଲେ; ଟିପେଇ ଟିପେଇ ଚାଲିବା — ୨. Limping; halting.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ପିଲାମାନଙ୍କ ବଜାଇବା ଏକପ୍ରକାର ବାଜା —A kind of musical instrument played by children.
ରଜରେ ବାଳକ ବାଳିକାମାନେ ଦୋଳିରେ ଉପବେଶନ ଓ ଢିପା ବଜାଇବା ଇତ୍ୟାଦିରେ କାଳକ୍ଷେପ କରିବାକୁ ବଡ ଆମୋଦ ବୋଧ କରନ୍ତି ଗଡ଼ଜାତବାସିନୀ ୨୨/୬/୨୯/: