ଢିପିଢିପା
ଦେଖଣା
ଢିପିଢିପା
ଉଚ୍ଚାରଣ
[ସମ୍ପାଦନା](ଢିପ୍ଢିପା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଢିପିଢିପା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମଝିରେ ଥିବା ଠେକ ଉପରେ ରହି କୌଣସି ବସ୍ତୁର ଦୁଇ ମୁଣ୍ଡ ଉଠିବା ପଡ଼ିବା ଅବସ୍ଥା — ୧. Seesaw condition of anything due to a lever in its middle.
- ୨. ମଝିଟା ଭୂଇଁରେ ଲାଗିଥାଇ ଦୁଇ ମୁଣ୍ଡ ଶୂନ୍ୟରେ ଥିବା ଗୋଟାଏ ଲମ୍ୱ କାଠ ଯାହାର ଦୁଇ ମୁଣ୍ଡରେ ବସି ଖେଳନ୍ତି —୨. See-saw.