ଢିପିଢିପେଇବା
ଢିପିଢିପେଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଢିପ୍ଢିପେଇବା, ଢିପ୍ଢିପାଇବାଅନ୍ୟରୂପ
ଦେଶଜ - କ୍ରିୟାପଦ -[ସମ୍ପାଦନା]
ମଝିରେ ଥିବା ଅଂଶ ବା ଠେକ ଉପରେ ରହି ଶଗଡ଼ ପ୍ରଭୃତିର ଦୁଇ ମୁଣ୍ଡ ଉଠିବା ପଡ଼ିବା —To seesaw; to move up and down on a lever in the middle (like a cart or a 'Ḍheṅki), to bob; to toss up and down.