ଢିମା

ଉଇକିଅଭିଧାନ‌ରୁ

ଢିମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଢିମାଢିମି—ଅନ୍ୟରୂପ)

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ମଧ୍ୟମ)[ସମ୍ପାଦନା]

୧. କ୍ଷୁଦ୍ର ପ୍ରସ୍ତରଖଣ୍ଡ — ୧. Pebble.
୨. ଢେମା; ଡେଣୁଆ; ଲୋଷ୍ଟ୍ର; ପଥରର ଅସମାନ ବଡ଼ ଖଣ୍ଡ —୨. Large bit of stone; large fragment of stone or brick.
୩. ରେବଲ୍ ପଥର — ୩. Rubble; undressed bits of stone.

ଅନୁବାଦ[ସମ୍ପାଦନା]

ବିଶେଷଣ - (ସଂସ୍କୃତ - ମନ୍ଦ; ମଧ୍ୟମ)[ସମ୍ପାଦନା]

୧. ଯେଉଁ ଲୋକ କାର୍ଯ୍ୟ କରିବାକୁ କୁଣ୍ଠିତ ହୁଏ; ଅଳସୁଆ; ଧୀମା — ୧. Slack; lazy; unwilling to work.
୨. (ସଂସ୍କୃତ - ମନ୍ଥର) ମନ୍ଥରବିଶିଷ୍ଟ —୨. Slow.
୩. (ସଂସ୍କୃତ - ଡିମ୍ୱ) ଡିମ୍ୱ ପରି ପଦାକୁ ବାହାରିଥିବା (ଆଖି), ଡିମା —୩. Bulging out (eyes).