ଢିଲା କରିବା
ଦେଖଣା
ଢିଲା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଢିଲା କରିବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ହୁଗୁଳା କରିବା — ୧. To slacken.
- ୨. ହେଳା କରିବା — ୨. To neglect one's work.
ଖଞ୍ଜ ଅଖଞ୍ଜରେ ଭାତ ହୋଇ ନ ପାରିଲେ ଜେନାପୁଅ ସେଦିନ ରାତିରେ ତାହା ଘର ପହରା କାମରେ ଢିଲା କରି ଦିଏ ଫକୀରମୋହନ. ଛମାଣ ଆଠଗୁଣ୍ଠ
- ୩. ଶିଥିଳ କରିବା —୩. To relax.