ଢୁକୁ ଢୁକିବା
କୌଣସି ବିବାହିତା ସ୍ତ୍ରୀ ସ୍ୱେଚ୍ଛାକ୍ରମେ ପରପୁରୁଷର ରକ୍ଷିତା ରୂପେ ତାହା ଘରେ ବାସ କରିବା —(the wife of one person) To come to live with another male at his houses as his concubine.