ଢୁସାଇବା
ଦେଖଣା
ଢୁସାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]=== ଦେଶଜ - ତ୍ରି. (ସଂସ୍କୃତ - ଧୁଷ ଧାତୁ. ହିଂସା କରିବା)
- ୧. ଢୁସିବା କ୍ରିୟାର ଣିଜନ୍ତ ରୁପ — ୧. The causative form of Ḍhusibā
- ୨. ଅନ୍ୟଦ୍ୱାରା ସବଳରେ ଆଘାତ କରାଇବା — ୨. To cause to hit hard; to cause to ram or butt.
- ୩. କୌଣସି ପଦାର୍ଥରେ ଆନ୍ୟ ପଦାର୍ଥକୁ ଜୋରରେ ବଜାଇବା —୩. To cause to collide.
ସେ ଆଘାତରେ ଦୁଃସାସନ ତୃସ ହୋଇ ପଢିଲାପଥଦଣ୍ଡ ତୁସାଇ—କୃଷ୍ଣସିଂହ ମହାଭାରତ କର୍ଣ