ଢୁସି ହେବା

ଉଇକିଅଭିଧାନ‌ରୁ

ଢୁସି ହେବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

ଚାଲିବା ସମୟରେ ଅଗ୍ରସ୍ଥିତ ବାଧାଦ୍ୱାରା ଆଘାତ ପ୍ରାପ୍ତ ହେବା —To meet with an obstruction in front while walking.

ଫିଟିବା ଦୁଆରମାନଙ୍କୁ ଭେଟିଲେ ନ ଫିଟିବା ଦ୍ୱାରମାନଙ୍କେ ଖୁସି ହେଲେ— କୃଷ୍ଣସିଂହ. ମହାଭାରତ. ସଭା