ଢୂକାଇବା
ଦେଖଣା
ଢୂକାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ଢୁକେଇବା—ଅନ୍ୟରୂପ)
ଦେଶଜ - କ୍ରି. (ସଂସ୍କୃତ - ଢୌକ ଧାତୁ= ଗତି)
[ସମ୍ପାଦନା]- ୧. ଢୁକିବା କ୍ରିୟାର ଣିଜନ୍ତରୂପ — ୧. The causative form of 'Ḍhukibā'
- ୨. ଢୁକାଇ ଦେବା —୨. To thrust.
- ୩. କୌଣସି ବ୍ୟକ୍ତିକୁ କୌଣସି ସ୍ଥାନରେ ପ୍ରବେଶ କରାଇବା —୩. To cause a person to enter into a place.
- ୪. ସଂଲଗ୍ନ କରାଇବା —୪. To press.
ଢ଼ାଳି ଅନୁକମ୍ପା ସୁଧାଝର ଢୁକାଇ ମୋ ହୃଦେ ପୟୋଧର କବିସୂର୍ଯ୍ୟ, ସଙ୍ଗୀତ
[[]] ୫ ଢୁକୁଢୁକୁ ହେବା ]] ୧ (ଦେଖ) - ୫. Ḍhukuḍhuku hebā ୧ (See)
[ ଦ୍ର—ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]