ଢେଁଚା
(ଢେଂଚା—ଅନ୍ୟରୁପ)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ. ହିନ୍ଦୀ - ଢେଁକଲି=ତେଣ୍ଡା)
[ସମ୍ପାଦନା]
ସାନ ତେଣ୍ଡା —A small contrivance for lifting water.
[ଦ୍ରଷ୍ଟବ୍ୟ —ବେଶୀ ଗହୀରରୁ ପାଣିକୁ ବଡ଼ ତେଣ୍ଡାଦ୍ୱାରା ଉଠାଇ ଗୋଟିଏ ଖାଲରେ ପହିଲେ ଜମା କରି ସେଠାରୁ ଆଉ ଗୋଟିଏ ଢେଚାଦ୍ୱାରା ତାହା କିଆରିକୁ ବୁହାଇବାକୁ ହୁଏ]