ଢେଁପ୍ଲିବା

ଉଇକିଅଭିଧାନ‌ରୁ

ଢେଁପ୍ଲିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -[ସମ୍ପାଦନା]

ଢେଁକ୍ଲିବା (ଦେଖ) - Ḍheṅklibā (See)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -[ସମ୍ପାଦନା]

ଗଡ଼ଜାତରେ ସବାରୀ କାନ୍ଧିଆ ବେହେରାଙ୍କ ଡାକବିଶେଷ —One of the words uttered by Palki bearers in the Orissa States.

(ଯଥା—ଢେଁପ୍ଲିବା, ଢିପେଇଥିବା)