ଢେମଣୀ
ଦେଖଣା
ଢେମଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ—(ସଂସ୍କୃତ - ଧମନୀ=ହଟ୍ଟବିଳାସିନୀ)
[ସମ୍ପାଦନା]- ୧. ଉତ୍ପପତ୍ନୀ; ରଖେଇ ସ୍ତ୍ରୀ —୧. Mistress; kept woman; concubine.
- ୨. ବେଶ୍ୟା —୨. Prostitute.
- ୩. କୁଳଟା; ନଷ୍ଟା ସ୍ତ୍ରୀ —୩. Adulteress.
- ୪. ସ୍ତ୍ରୀକଙ୍କ ପ୍ରତି ଗାଳି —୪. A term of rebuke.
- ୫. ମାଇ ଢେମଣା ସାପ — ୫. A female Ḍhemaṇā' serpent.