ଢେର
ଦେଖଣା
ଢେର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଣ—(ସଂସ୍କୃତ - ଭୂରି)
[ସମ୍ପାଦନା]- ୧. ଯଥେଷ୍ଟ — ୧. Abundant; sufficient.
ସେ ସବୁ କଥା ଲେଖିବାକୁ ଗଲେ ଢେର କାଗଜ, କଲମ୍ୱ ଢେର ସମୟ ଆବଶ୍ୟକ ଫକୀରମୋହନ. ଛମାଣ ଆଠଗୁଣ୍ଠ
- ୨. ବିସ୍ତର; ବହୁତ; ଅତ୍ୟଧିକ; ଅନେକ — ୨. Too much; execessive; to many.
ବିଶେଷ୍ୟ -
[ସମ୍ପାଦନା]ଅତ୍ୟଧିକ —Execess; plenty.