ଢେରା

ଉଇକିଅଭିଧାନ‌ରୁ

ଢେରା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -[ସମ୍ପାଦନା]

୧. ଏକପ୍ରକାର ପାଣିଛୁଆଁ ତନ୍ତି ଜାତି —୧. A class of touchable weaver.
୨. (ତୁଳ. ହିନ୍ଦୀ - ଏହି ଅର୍ଥରେ ଏହି ଶବ୍ଦ)—ସୂତା ବଳିବା ପାଇଁ ବ୍ୟବହୃତ ତାକୁଡ଼ି —୨. A kind of spindle for spinning thread.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -[ସମ୍ପାଦନା]

ଘର ମଙ୍ଗଳାଙ୍କ ପୂଜାବିଶେଷ ===

[ଦ୍ରଷ୍ଟବ୍ୟ —ଭାଦ୍ର ମାସରେ ଥରେ ମଙ୍ଗଳବାର ବା ଶନିବାର ଛେନାମଣ୍ଡା କରି ପ୍ରତି ଘରେ କଳସ ବସାଇ ଘର ମଙ୍ଗଳାକୁ ପୂଜା କରାଯାଏ, ଏବଂ ଗୋରୁଖୁଣ୍ଟ ମୂଳେ, ଦାଣ୍ଡରେ ଛେନାପଣା ଢାଳି ଗାଁ ମୁଣ୍ଡ ଛକ, ପୋଖରୀ କୂଳରେ ଥିବା ହୁଙ୍କା ମୂଳରେ ସେହି ଛେନାମଣ୍ଡାକୁ ଗ୍ରାମରେ ୨୪: ଜଣ ବୁଢ଼ୀ ରଖି ଦେଇ ଆସନ୍ତି ସେହି ଦିନ ରାତିରେ ଗ୍ରାମର ସମସ୍ତ ଆହ୍ୟ ସ୍ତ୍ରୀଲୋକ କମଳଭୂଞ୍ଜା କରନ୍ତି]