ଢୋକ
ଦେଖଣା
ଢୋକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତୋକ; କିମ୍ୱା ଢୌକ=ଗତି)
[ସମ୍ପାଦନା]- ୧. ଯେଉଁ ପରିମିତ ଜଳ ଏକାଥରକେ ଗଲାଧଃକରଣ କରା ଯାଇ ପାରେ; ଏକ କବଳ ପରିମିତ ଜଳ — ୧. A gulp of water; a draught.
ଢୋକୁଟିଏ ସିନା ହଟି ମୋ ସାର ଯାଉଛି ତୁଟି କବିସୂର୍ଯ୍ୟ, କିଶୋରୀଚମ୍ପୂ ତ; ଗୀତ
- ୨. ଭୋଜନ କ୍ରିୟା —୨. Eating.
- ୩. ଜୀବିକା —୩. Livelihood; sustenance.
(ଯଥା—ଚାକିରି ଖଣ୍ଡି ଗଲା ଦିନ, ଆଉ ଆମର ଢୋକ ଚଳିବାକୁ ନାହିଁ)
[ଦ୍ରଷ୍ଟବ୍ୟ —ଢୋକେ ପି, ଦଣ୍ଡେ ଜୀ—ନ୍ୟାୟ ଉପସ୍ଥିତ ବିପଦରୁ ଖଲାସ ହୋଇ ପରେ କି ଅବସ୍ଥା ହେବ ତହିଁ ପ୍ରତି ଦୃଷ୍ଟି ନ ରଖିବା ସ୍ଥଳରେ ଏ ନ୍ୟାୟ ପ୍ରଯୋଯ୍ୟ ବର୍ତ୍ତମାନ ଢୋକେ ପାଣି ପିଇ ଦେଲେ ଦଣ୍ଡକ ପାଇଁ ଶୋଷ ମରିଯିବ କିନ୍ତୁ ତା ପରେ କିପରି ତୃଷା ନିବୃତ୍ତି ହେବ ଏଥିର ଉପାୟ ନ ଭାବିବା ସ୍ଥଳରେ ଏ ନ୍ୟାୟ ଉଲାଖ ଦିଆଯାଏ]