ଢୋକ

ଉଇକିଅଭିଧାନ‌ରୁ

ଢୋକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତୋକ; କିମ୍ୱା ଢୌକ=ଗତି)[ସମ୍ପାଦନା]

୧. ଯେଉଁ ପରିମିତ ଜଳ ଏକାଥରକେ ଗଲାଧଃକରଣ କରା ଯାଇ ପାରେ; ଏକ କବଳ ପରିମିତ ଜଳ — ୧. A gulp of water; a draught.

ଢୋକୁଟିଏ ସିନା ହଟି ମୋ ସାର ଯାଉଛି ତୁଟି କବିସୂର୍ଯ୍ୟ, କିଶୋରୀଚମ୍ପୂ ତ; ଗୀତ

୨. ଭୋଜନ କ୍ରିୟା —୨. Eating.
୩. ଜୀବିକା —୩. Livelihood; sustenance.

(ଯଥା—ଚାକିରି ଖଣ୍ଡି ଗଲା ଦିନ, ଆଉ ଆମର ଢୋକ ଚଳିବାକୁ ନାହିଁ)

[ଦ୍ରଷ୍ଟବ୍ୟ —ଢୋକେ ପି, ଦଣ୍ଡେ ଜୀ—ନ୍ୟାୟ ଉପସ୍ଥିତ ବିପଦରୁ ଖଲାସ ହୋଇ ପରେ କି ଅବସ୍ଥା ହେବ ତହିଁ ପ୍ରତି ଦୃଷ୍ଟି ନ ରଖିବା ସ୍ଥଳରେ ଏ ନ୍ୟାୟ ପ୍ରଯୋଯ୍ୟ ବର୍ତ୍ତମାନ ଢୋକେ ପାଣି ପିଇ ଦେଲେ ଦଣ୍ଡକ ପାଇଁ ଶୋଷ ମରିଯିବ କିନ୍ତୁ ତା ପରେ କିପରି ତୃଷା ନିବୃତ୍ତି ହେବ ଏଥିର ଉପାୟ ନ ଭାବିବା ସ୍ଥଳରେ ଏ ନ୍ୟାୟ ଉଲାଖ ଦିଆଯାଏ]