ଢୋକିବା
ଦେଖଣା
ଢୋକିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଢୋକିବା
|
ଦେଶଜ - କ୍ରି.—(ସଂସ୍କୃତ - ସ୍ତୋକ; ସଂସ୍କୃତ - ଢୌକ ଧାତୁ=ଗତି)
[ସମ୍ପାଦନା]- ୧. ଗିଳିବା —୧. To gulp down.
- ୨. ଗଳାଧଃକରଣ କରିବା — ୨. To swallow.
- ୩. ପିଇବା —୩. To drink.
ଢୋକୁଟିଏ ତା ପଲ୍ଲବ, ଅଧରରୁ ମଧୁ ଦ୍ରବ ଢୋକିବା ବିବେକ ଲବ ନୋହିଲାରେ କବିସୂର୍ଯ୍ୟ. ସଙ୍ଗୀତ