ଢୋଲ

ଉଇକିଅଭିଧାନ‌ରୁ

ଢୋଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ଦୁଇ ମୁହଁରେ ଚମଡ଼ା ଛାଆଣି ହୋଇଥିବା କାଠର ଲମ୍ୱ ବାଦ୍ୟ —Dum

ହାଡ଼ ଖାଏ କଉଡ଼ି ଢୋଲ ଖାଏ ମାଡ଼ ପ୍ରବଚନ

[ଦ୍ରଷ୍ଟବ୍ୟ —ଭିତରେ ମୂଷା ପୂରେଇ ଢୋଲ ସେଇଁବା ନ୍ୟାୟ— ଅର୍ଥାତ୍ ଅନିଷ୍ଟକାରୀ ବ୍ୟକ୍ତିକୁ ଘର ଭିତରେ ରଖି ବାହାରରୁ ଲୋକଙ୍କୁ ଯିବା ଆସିବା ବନ୍ଦ କରିବା ନ୍ୟାୟ ନିଷ୍ଫଳ ପରିଶ୍ରମ ଢୋଲର ଏକ ପାଖକୁ ବାଆଁ ହାତଦ୍ୱାରା ଓ ଅନ୍ୟ ପଖକୁ ଡାହାଣ ହାତରେ ଖଣ୍ଡେ କାଠି ଧରି ବଜାଇବାକୁ ହୁଏ ସେହି କାଠିକୁ ଚୋପ ବା ଚୋପକାଠି ବୋଲାଯାଏ]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ଢୋଲ ଆକାରରୁ) ପେଟ —୧. Belly.
୨. ଏକ ପ୍ରକାର ଛୋଟ ଡଙ୍ଗା — ୨. A dug-out or drum-like canoe.
୩. ବୟାଁ —୩. A buoy.
୪. ଢୋଲ ଆକାରର ଲୁହା ବା ଟିଣର ଫମ୍ପା ଭାସମାନ ନଳ ଦ୍ୱୟ ଯାହା ନୌକାରୂପେ ବ୍ୟବହୃତ ହୁଏ — ୪. Two hollow iron cylinders joined together and used as a dug-out.
୫. ଭସା ପୋଲ ଯେଉଁ ଫମ୍ପା ଲୁହା ବମ୍ୱା ଉପରେ ଭାସେ — ୫. Cylindrical hollow iron tubes on which floating bridges are supported.

ବିଶେଷଣ -[ସମ୍ପାଦନା]

ଫମ୍ପା —Hollow.