ଢୋଲା
ଦେଖଣା
ଢୋଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଢୋଲୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ଢୋଲା
|
(ଢୋଲୀ—ସ୍ତ୍ରୀ)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଡଭା; ବଡ଼ ଓ ଫମ୍ପା — ୧. Hollow and big.
- ୨. (ପ୍ଲଂ) ପେଟୁଆ; ବଡ଼ପେଟୁଆ — ୨. Pot-bellied.
- ୩. ଅକର୍ମଣ୍ୟ —୩. Worthless.
- ୪. ପେଟୁ; ଉଦରମ୍ଭରୀ — ୪. Greedy; gluttonous.
- ୫. ସ୍ଥୂଳକାୟ —୫. Stout; corpulent.