Jump to content

ଢୋଲାଇ

ଉଇକିଅଭିଧାନ‌ରୁ

ଢୋଲାଇ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୋଢ=ବହନ କରିବା; ହିନ୍ଦୀ - ଶବ୍ଦସାଗର)

[ସମ୍ପାଦନା]
୧. ଶଗଡ଼ରେ ଜିନିଷ ବୋଝାଇ କରି ବୋହିବା —୧. Carrying and carting of burdens.
୨. ଶଗଡ଼ ଭଡ଼ା —୨. Cart hire.
୩. ମାଟିକୁ ସମତୁଲ କରିବା — ୩. Levelling the ground.
୪. ମାଟିକୁ ସମାନ କରିବାର ଖରଚା — ୪. Cost of levelling a pot of land.
୫. ତଳରେ ଜମା କରିବା ପାଇଁ ପଥର ଗୋଡ଼ି ଆଦିକୁ ଡଙ୍ଗାରୁ ବା ଶଗଡ଼ରୁ ବାହାର କରିବା — ୫. Unloading a cart or boat.