Jump to content

ଢୋଲୀ

ଉଇକିଅଭିଧାନ‌ରୁ

ଢୋଲୀ

ଉଚ୍ଚାରଣ

[ସମ୍ପାଦନା]

(ଢୋଲେଈ—ଅନ୍ୟରୂପ)

ଦେଶଜ - ବିଶେଷଣ - ସ୍ତ୍ରୀ. (ଢୋଲାର ସ୍ତ୍ରୀଲିଙ୍ଗ)

[ସମ୍ପାଦନା]
୧. ଅତି ସ୍ଥୂଳକାୟା (ସ୍ତ୍ରୀ): ମୋଟୀ — ୧. Stout and big-bellied (woman).
୨. ପେଟୁ (ସ୍ତ୍ରୀ) —୨. Gluttonons (woman).