Jump to content

ଣି

ଉଇକିଅଭିଧାନ‌ରୁ

ଣି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - (ପ୍ରତ୍ୟୟ) (କ୍ରିୟା ପରେ ବ୍ୟବହୃତ)

[ସମ୍ପାଦନା]
୧. (ନିଶ୍ଚୟାର୍ଥ) ନିଶ୍ଚେ — ୧. (an inflection used after verbs)-Certainly.

ଗଲେଣି ତୋ ସଙ୍ଗତୁ ଯେତେକ ଜନ—ମନବୋଧ ଚୁଉତିଶା

୨. ତର୍କଣାର୍ଥ —Methinks.

(ଯଥା—ସେ ଶୋଇବେଣି)

୩. ସମାପ୍ତ୍ୟର୍ଥ —୩. Denoting the end.

ଗଲାଣିତ ଗଲା କଥାରେ ସଙ୍ଗୀତ—କବିସୂର୍ଯ୍ୟ. କିଶୋରୀଚମ୍ପୂ. ଗ. ଗୀତ