ତଁଢ଼େ

ଉଇକିଅଭିଧାନ‌ରୁ

ତଁଢ଼େ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରଦେଶଜ - (ସମ୍ୱଲପୁର) ବିଶେଷ୍ୟ - ସ୍ତ୍ରୀ. (ଗାଳିରେ ବ୍ୟବହୃତ)[ସମ୍ପାଦନା]

୧. ଡାହାଣୀ —୧. Witch.
୨. ଅନିଷ୍ଟକାରିଣୀ ସ୍ତ୍ରୀ —୨. Harmful woman.
୩. ଗୁଣି ଗାରିଡ଼ି ଜାଣିବା ସ୍ତ୍ରୀ —୩. A woman versed in black magic; sorceress.