Jump to content

ତଅଁର

ଉଇକିଅଭିଧାନ‌ରୁ

ତଅଁର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତନ୍ତୁ)

[ସମ୍ପାଦନା]
୧. ରଞ୍ଜିତ ସୂତ୍ରବିଶେଷ; ଏକପ୍ରକାର କସ୍ତା —୧. A coloured thread.
୨. ଲୁଗାର ଧଡ଼ିରେ ଦିଆଯିବା ଫକ୍କା ନାଲି ସୂତା — ୨. Light-red thread used in the border of a cloth.