ତଅଁର ଧରିବା

ଉଇକିଅଭିଧାନ ରୁ
Jump to navigation Jump to search

ତଅଁର ଧରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


=== ଦେଶଜ - କ୍ରିୟାପଦ - (ଧୋବା ଲୁଗା ଧୋବ କଲାବେଳେ)

ଲୁଗା ଧଡ଼ିର ରଙ୍ଗକୁ ରକ୍ଷା କରିବା — To protect or preserve the colour of the dyed border of a cloth during washing.

(ଯଥା—ଧୋବଣୀ ତଅଁର ଧରିବା ଖର୍ଚ୍ଚ ମାଗୁଛି)