ତଇନାତ୍
ଦେଖଣା
ତଇନାତ୍
ଉଚ୍ଚାରଣ
[ସମ୍ପାଦନା]ତଇନାତି; ତଏନାତ, ତଏନାତିଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ତଇନାତ୍
|
ବୈଦେଶିକ - ବିଶେଷ୍ୟ -(ଆରବୀ - ତୟୁନାତୀ)
[ସମ୍ପାଦନା]- ୧. ପିଆଦା ପଠାଇ ବିଶେଷ ଜିଗର ସହିତ ତଲବ ତାଗିଦା; ପିଆଦା ଯୋଗେ ବିଶେଷ ଜରୁର ତଲବ; ତମ୍ୱିତାଗିଦା — Demand made through a special messenger.
- ୨. କୌଣସି କାର୍ଯ୍ୟ ପାଇଁ କୌଣସି ବ୍ୟକ୍ତିର ନିଯୁକ୍ତିକରଣ —୨. Deputation; appointment.
- ୩. ବାଜିଦାର୍ ପ୍ରଜା ଓ ଖାତକ ଆଦିଙ୍କଠାକୁ ପଠାଯିବା ପିଆଦା —୩. A peon deputed to a tanant or debtor in arrears.
ବିଶେଷଣ - (ଆରବୀ - ତଅଯ୍ଯୁନାତୀ)
[ସମ୍ପାଦନା]ବିଶେଷ କାର୍ଯ୍ୟ ପାଇଁ ନିଯୁକ୍ତ (ପିଆଦା) —Sepicially deputed (poen).