ତଇଳା ପକା ଇବା

ଉଇକିଅଭିଧାନ‌ରୁ

ତଇଳା ପକା ଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - କ୍ରି. (ଲକ୍ଷଣାର୍ଥ)[ସମ୍ପାଦନା]

୧. (ଗାଳି ଓ ଅଶୁଭଚିନ୍ତା କରି) ଅମଙ୍ଗଳ ଘଟାଇବା — ୧. To bring misfortune to another (by abusing and cursing).

(ଯଥା—ସେ ଆମକୁ ଗାଳି ଦେଇ ଦେଇ ତଇଲା ପକାଇଲାଣି)

୨. ତଳିତଳାନ୍ତ କରିବା —୨. To cause total destruction or ruin (of a person).

(ଯଥା—ସେମାନେ ସର୍ବଦା ମୋ ଘରୁ ଚୋରାଇ ନେଇ ନେଇ ମୋତେ ତଇଲା ପକାଇଦେଲେଣି)