ତଉଁରିଆ

ଉଇକିଅଭିଧାନ‌ରୁ

ତଉଁରିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷଣ -[ସମ୍ପାଦନା]

ତଅଁର ସୂତାର ଧଡ଼ିଯୁକ୍ତ (ମୋଟା ଲୁଗା) — (Coarse cloth) Furnished with a red or dyed border.

ଘଇତା ପଛକେ ସନ୍ତିଆ ହେଉ ଶାଢ଼ୀ ହେଉ ତଉଁରିଆ ଢଗ