ତଉଜି

ଉଇକିଅଭିଧାନ‌ରୁ

ତଉଜି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

(ତୌଜି—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆରବୀ - ତୌଜୀ= ରାଜସ୍ୱ ତାଲିକା) (କଚିରିଆ ଶବ୍ଦ)[ସମ୍ପାଦନା]

୧. ତୌଜୀ; ଜମିଦାରୀର କ୍ରମିକ ସଂଖ୍ୟା — ୧. Touzi; serial number of a Zamindary.

[ଦ୍ରଷ୍ଟବ୍ୟ —ଏଥିର ସାଙ୍କେତିକ ତା ଯଥା—ତା ୧୯୭୫= ୧୯୭୫: ତଉଜୀ ନମ୍ୱର ଭୁକ୍ତ ଜମିଦାରୀ]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

୨. ପେନ୍ସନ; ଖୋରାକି ପୋଷାକି ପାଇଁ ପ୍ରଦତ୍ତ ନିର୍ଦ୍ଦିଷ୍ଟ ଭତ୍ତା — ୨. Pension; maintenance allowance.

ନାଭା ମହାରାଜଙ୍କ ତଉଜି ଦଶ ହଜାରରୁ ପାଞ୍ଚ ହଜାର କରାଯିବ ବୋଲି ହୁରି ପଡ଼ିଛି ଦୈ. ଆଶା ତା ୨୯୧୧୨୮: