ତଉଜି ନମ୍ୱର

ଉଇକିଅଭିଧାନ‌ରୁ

ତଉଜି ନମ୍ୱର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ତୌଜି ନମ୍ୱର—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଆରବୀ - ଓ ଇଂ)[ସମ୍ପାଦନା]

କଲେକ୍ଟରଙ୍କ ତାଲିକାର ଜମିଦାରୀ ମାହାଲ ପ୍ରଭୃତିର କ୍ରିମିକ ସଂଖ୍ୟା — The serial number of an estate borne on the Collector's revenue-roll.