ତଉଲା

ଉଇକିଅଭିଧାନ‌ରୁ

ତଉଲା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତୌଲା—ଅନ୍ୟରୂପ)

  • (file)
  • (file)
  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ତଉଲ (ଦେଖ) - Taula (See)

ବିଶେଷଣ -[ସମ୍ପାଦନା]

ଓଜନ କରାଯାଇଥିବା — Weighed.

ପ୍ରାଦେଶିକ - (ପୁରୀ)—ବିଶେଷ୍ୟ -[ସମ୍ପାଦନା]

ଏକ ବିଶା ବା କଟକୀ ୧ ୧/୪: ସେର ପରିମାଣ —Weight of ୧ ୧/୪ Cuttack seers.