ତଉଲା ଯିବା

ଉଇକିଅଭିଧାନ‌ରୁ

ତଉଲା ଯିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ତୌଲା ଯିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -[ସମ୍ପାଦନା]

ତୁଳିତ ହେବା; ତଉଲିବାର କର୍ମବାଚ୍ୟ ରୂପ — Passive voice of Taulibā.